ତୈଳପକ୍ୱ Ta̲i̱ḻapakwa

  • ସଂ. ବିଣ (ତୃତୀୟା ତତ୍; ତୈଳ+ପକ୍ୱ) — ତେଲରେ ପାକ କରା ଯାଇଥିବା; ତେଲରେ ଭଜା ଯାଇଥିବା — Fried in oil