ତୈଳଦ୍ରୋଣୀ Ta̲i̱ḻadroṇī
- ସଂ. ବି. (ମ. ପ. ଲୋ. ତୈଳପୂର୍ଣ୍ଣ ଦ୍ରୋଣୀ=କାଷ୍ଠପାତ୍ର) — ତେଲ ପୂର୍ଣ୍ଣ କାଠ ପିମ୍ପା — Oil can; wooden cans full of oil
- ସଂ. ବି. (ମ. ପ. ଲୋ. ତୈଳପୂର୍ଣ୍ଣ ଦ୍ରୋଣୀ=କାଷ୍ଠପାତ୍ର) — ତୈଳପୂର୍ଣ୍ଣ ବଡ଼ ଲମ୍ବ ପାତ୍ର — A tub filled with oil
- ସଂ. ବି. (ମ. ପ. ଲୋ. ତୈଳପୂର୍ଣ୍ଣ ଦ୍ରୋଣୀ=କାଷ୍ଠପାତ୍ର) — [ଦ୍ର— ଏ ପାତ୍ର ମଧ୍ୟରେ ମନୁଷ୍ୟ ଶୋଇ ପାରିବା ଭଳି ଏହା ଲମ୍ବ ହୋଇ ପ୍ରସ୍ତୁତ ହେଉଥିଲା। ଏଥିରେ ତୈଳ ପୂର୍ଣ୍ଣ ହୋଇ ମୁର୍ଦାରକୁ ରଖାଯାଉଥିଲା। ଶବକୁ ତୈଳଦ୍ରୋଣୀରେ ରଖିବାରୁ ତାହା ଶୀଘ୍ର ସଢୁ ନ ଥିଲା। ରାଜା ଦଶରଥଙ୍କ ଶବ ଭରତଙ୍କ ଆଗମନ ଅପେକ୍ଷାରେ ତୈଳଦ୍ରୋଣୀରେ ସଞ୍ଚିତ କରା ଯାଇଥିଲା।]