ତେଢ଼ା ତେଢ଼ି Teṟḍ̠ā teṟḍ̠ẖi

  • ଦେ. ବି — ପରସ୍ପରର କଥାକୁ ଅବଜ୍ଞା କରିବା; ଠେଁସା— ଠେଁସି; ଅନ୍ଯୋନ୍ୟ ପ୍ରତି ରୁକ୍ଷ ବାକ୍ୟ ପ୍ରୟୋଗ କରିବା — Mutual disagreement or quarrel
  • ଦେ. ବି — (ଯଥା—ଯେଉଁ ଘରେ ସାଆନ୍ତ ସାଆନ୍ତାଣୀଙ୍କର ସବୁବେଳେ ତେଢ଼ା ତେଢ଼ି ଲାଗେ ସେ ଘରେ ନଉକର ଚାକରଙ୍କ ହିନସ୍ତା କହିଲେ ନ ସରେ।)