ତେଲିଆ ସାରୁ Teliā sāru
- ଦେ. ବି. — ଏକ ପ୍ରକାର ବେଶି ଲାଳଯୁକ୍ତ ଚିକ୍କଣିଆ ସାରୁ — A kind of taro
- ଦେ. ବି. — [ଦ୍ର—ଏ ସାରୁ ଖରା ଦିନେ ଓ ବର୍ଷା ଆରମ୍ଭରେ ଖୋଳା— ଯାଏ। ଏହାର ଗଛର ନାଡ଼ ଓ ପତ୍ର କଳା ଥିବାରୁ ଏହା ତୈଳାକ୍ତ ଦେଖାଯାଏ। ଧଳା ସାରୁକୁ 'ଝଙ୍କଡ଼ା' ସାରୁ ବୋଲା— ଯାଏ। ଯେଉଁ ସାରୁ ଶୀତ ଦିନେ ଖୋଳାଯାଏ ତାକୁ ମୁକ୍ତାକେରୀ ବା ଶାରଦୀୟା ସାରୁ ବୋଲାଯାଏ। ଖରା ଓ ବର୍ଷା ଦିନେ ଖୋଳା— ଯିବା ସାରୁକୁ ବିଆଳିଆ ବା ତେଲିଆ ସାରୁ ବୋଲାଯାଏ।]