ତେଲି ଶାଳ Teli ṡāḻa

  • ଦେ. ବି. (ସଂ. ତୈଳୀ+ଶାଳା) — ଯେଉଁ ସ୍ଥାନରେ ତେଲି ଘଣା ଦ୍ୱାରା ତେଲ ବାହାର କରେ — Oil factory; the place where oil is pressed
  • ଦେ. ବି. (ସଂ. ତୈଳୀ+ଶାଳା) — ତେଲି ଶାଳେ ଛେଳି ଛାଲ ଢାଉଁ ଢାଉଁ ବାଜଇ। ଶିଶୁରଞ୍ଜନ ପଦ।