ତେଲି ଭାଗବତ Teli bhāgabata
- ଦେ. ବି. — ବ୍ରାହ୍ମଣ ଜଗନ୍ନାଥ ଦାସ ବିରଚିତ ଓଡ଼ିଆ (ପ୍ରାକୃତ) ଭାଗବତକୁ ବ୍ରାହ୍ମଣମାନେ (ଏ ସଂସ୍କୃତରେ ରଚିତ ହୋଇ ନ ଥିବାରୁ) ଘୃଣାରେ ଦେଇ ଥିବା ନା — A name given in derision by the contemporary Brahman Pandits of Orissa to the Oria metrical translation of Bhagabata by Jagannath Das