ତେଲ ଲଗେଇବା Tela lageibā

  • ଦେ. କ୍ରି — ଆପଣାର ବା ଅନ୍ୟର ଦେହରେ ତେଲ ବୋଳିବା — To apply or anoint oil over the body
  • ଦେ. କ୍ରି — ତେଲ ଲଗାଇବ ଆବାଖାବା ଖାଇ ବସିବ ଆଗା ଶୋଇ ପଡ଼ିଥିବ ଚିତ ହୋଇ ମାଡ଼ି ବସିଥିବ ଜାଗା— ଉପଦେଶାତ୍ମକ. ପ୍ରବଚନ।