ତେରେଣ୍ଡା Tereṇḍā

  • ଦେ. ବି (ସଂ. ତରଣ୍ଡ)—ତରଣ୍ଡା, ତରଣ୍ଡୀ) — ବନସି ସୂତାରେ ଲାଗିଥିବା ମୟୂର କାଠି ବା ସୋହ୍ଲ — A float of a fishing line
  • ଦେ. ବି (ସଂ. ତରଣ୍ଡ)—ତରଣ୍ଡା, ତରଣ୍ଡୀ) — [ଦ୍ର—ଯେଉଁ ଜଳାଶୟରେ ବନସି ପକାଇବାକୁ ହୁଏ ସେ ଜଳାଶୟର ଗଭୀରତାକୁ ଚାହିଁ ବନିସି ଡୋରିର ଅଗରୁ କିଛି ଦୂର ଛଡ଼ା କରି ତେରଣ୍ଡା ବନ୍ଧାଯାଏ, ମାଛ ବନସି ଥୋପ ଗିଳିଲେ ଏହି କାଠି ବୁଡ଼ିଯାଏ। ତେଣୁ ମାଛ ଥୋପ ଧରି ଅଛି ବୋଲି ଜାଣି ଲୋକେ ବନସିକୁ ଉପରକୁ ଟାଣି ଆଣନ୍ତି।]