ତେରିମେରି Teri meri

  • ବୈଦେ. ବି (ଫାର୍ସୀ ଓ ଉର୍ଦ୍ଦୁ; ତେରି=ତୋର; ମେରି=ମୋର) — କ୍ରୋଧପରବଶ ହୋଇଥିବା ବ୍ଯକ୍ତିର ହିନ୍ଦୁସ୍ଥାନୀ ଭାଷା ବ୍ଯବହାର — Use of Hindustanee terms in a fit of anger
  • ବୈଦେ. ବି (ଫାର୍ସୀ ଓ ଉର୍ଦ୍ଦୁ; ତେରି=ତୋର; ମେରି=ମୋର) — [ଦ୍ର—ସମ୍ଭବତଃ ହିନ୍ଦୁସ୍ଥାନୀ ଉର୍ଦ୍ଦୁଭାଷା ଭାରତର ମୁସଲମାନ ଓ ରାଜପୁତ୍ମାନଙ୍କ ବ୍ଯବହୃତ ଭାଷା ଥିବାରୁ ଓ ସେମାନେ ବୀର ଜାତି ବୋଲି ଓଡ଼ିଶାରେ ପରିଚିତ ଥିବାରୁ ଓଡ଼ିଆମାନେ କ୍ରୃଦ୍ଧ ହେଲା ବେଳେ ତାଙ୍କ ମୁହଁରୁ ହିନ୍ଦୁସ୍ଥାନୀ ଭାଷା ବାହାରି ପଡ଼େ। ବଙ୍ଗ ଦେଶରେ ମଧ୍ୟ ଏହା ଲକ୍ଷିତ ହୁଏ ଓ ବଙ୍ଗଳାରେ ମଧ୍ୟ ତେରିମେରିର ଏହି ଅର୍ଥ ଚଳେ]
  • ବୈଦେ. ବି (ଫାର୍ସୀ ଓ ଉର୍ଦ୍ଦୁ; ତେରି=ତୋର; ମେରି=ମୋର) — କର୍କଶ ବାକ୍ୟ ପ୍ରୟୋଗ — The use of harsh word
  • ବୈଦେ. ବି (ଫାର୍ସୀ ଓ ଉର୍ଦ୍ଦୁ; ତେରି=ତୋର; ମେରି=ମୋର) — ତୁ ତା ରେ ରା ବା ତୁକାର ଭାଷାର ପ୍ରୟୋଗ — Use of uncouth or derogatory language
  • ବୈଦେ. ବି (ଫାର୍ସୀ ଓ ଉର୍ଦ୍ଦୁ; ତେରି=ତୋର; ମେରି=ମୋର) — ତୋର ଓ ମୋର — Your and mine