ତେମନ୍ତ Temanta

  • ଦେ. ଅ. ବି. ବିଣ. ଓ କ୍ରି. ବିଣ — ସେହିପରି; ସେହିପ୍ରକାରେ — In that manner; such like
  • ଦେ. ଅ. ବି. ବିଣ. ଓ କ୍ରି. ବିଣ — ତେମନ୍ତ ହେଲେ ତାଙ୍କୁ ଚିହ୍ନି ନ ପାରିଲେ। କୃଷ୍ଣସିଂହ. ମହାଭାରତ୍ ବନ।