ତେମନ୍ତାଇ Temantāi

  • ଦେ. (ପ୍ରାଚୀନ ପ୍ରୟୋଗ) ଅ — ତେମନ୍ତ ହିଁ — In that manner too
  • ଦେ. (ପ୍ରାଚୀନ ପ୍ରୟୋଗ) ଅ — ଶୂକରର ଛୁଆ ନ ବୁଝିଲା ତାହା, ଭାବିଲା ମୋତେ ଡରୁଛି ଯେ ଏକଥା ତେମନ୍ତଇ। ବିଶ୍ୱନାଥ. ବିଚିତ୍ରରାମାୟଣ।