ତେବେହେଲେ Tebehele

  • ଦେ. ଅ. (ସଂ. ତାବତ୍ହି) — ତଥାପି — Then
  • ଦେ. ଅ. (ସଂ. ତାବତ୍ହି) — ଅରଜୁନ ବୋଲିବା ବଚନ ସହିଲା, ତେବେହେଲେ ସେ ଜୟଦ୍ରୟ ନ ରହିଲା କୃଷ୍ଣସିଂହ; ମହାଭାରତ. ବନ।
  • ଦେ. ଅ. (ସଂ. ତାବତ୍ହି) — ତାହାହେଲେ ମଧ୍ୟ — Then even; that also