ତେନ୍ତେଲ୍ Tentel

  • ପ୍ରାଦେ. (ସମ୍ବଲପୁର) ବି — ତିନ୍ତୁଳି (ଦେଖ) — Tintuḻi (See)
  • ପ୍ରାଦେ. (ସମ୍ବଲପୁର) ବି — ଚିଙ୍ଗଡ଼ି ମାଛର ଝୋଲ, ତାର ସଙ୍ଗେ ମିଶିଲେ ଘୋଲ ବୁହି ପଡ଼ୁଥାଏସି ମୁହୁଁବଲ, ଲାଗିଲେ ତେନ୍ତେଲ୍ କୋଲ—ଢଗ।