ତେଜୋମୂର୍ତ୍ତି Tejomūrtti

  • ସଂ. ବିଣ (ବହୁବ୍ରୀହି; ତେଜଃ+ମୂର୍ତ୍ତି) — ଜ୍ୟୋତିର୍ମୟ ରୂପବିଶିଷ୍ଟ — Having a luminous body; with body surrounded by a halo of light
  • ବି — ଜୋତିର୍ମୟ ରୂପ — A shining body
  • ବି — ସୂର୍ଯ୍ୟ — The sun