ତେଜିବା Tejibā
- ଦେ. କ୍ରି. (ସଂ. ତିଜ୍ ଧାତୁ) — ଦୀପର ବଳିତାକୁ ଉସକାଇ ସତେଜ କରିବା; ତେଜିବା — To trim up the wick of an oil lamp; to trim up a lamp or candle
- ଦେ. କ୍ରି. (ସଂ. ତିଜ୍ ଧାତୁ) — ଉତ୍ତେଜିତ କରିବା; ଉଦ୍ଦୀପନ କରିବା; ଟିହାଇବା — To excite
- ଦେ. କ୍ରି. (ସଂ. ତିଜ୍ ଧାତୁ) — ରଗାଇବା — To make angry
- ଦେ. କ୍ରି. (ସଂ. ତିଜ୍ ଧାତୁ) — ଉଚ୍ଚ ଦର ହେବା; ଦୁର୍ମୂଲ୍ୟ ହେବା; ମୂଲ୍ୟ ବୃଦ୍ଧି ହେବା — To rise in price
- ଦେ. କ୍ରି. (ସଂ. ତିଜ୍ ଧାତୁ) — (ଯଥା—ଆଜି କାଲି ବଜାରରେ ମରିଚ ମସଲା ଦର ଭାରି ତେଜିଛି।)
- ଦେ. କ୍ରି. (ସଂ. ତିଜ୍ ଧାତୁ) — ବିଶେଷ ପ୍ରଭାବଶାଳୀ ହେବା; ପ୍ରବଳତର ହେବା — To increase in vigour; to rise up
- ଦେ. କ୍ରି. (ସଂ. ତିଜ୍ ଧାତୁ) — (ଯଥା—ଆଜି ତାର ଜରଟା ଭାରି ତେଜିଛି।)
- ଦେ. କ୍ରି. (ସଂ. ତିଜ୍ ଧାତୁ) — (ସଂ. ତ୍ୟଜ୍ ଧାତୁ=ତ୍ୟାଗ କରିବା) ତ୍ୟାଗ କରିବା — To abandon; to give up
- ଦେ. କ୍ରି. (ସଂ. ତିଜ୍ ଧାତୁ) — ଦୀର୍ଘ ତପତ ନାସା ନିଳ ତେଜିଲେ ଆହା ମରଇତ ବିଚାରିଲି। କବିସୂର୍ଯ୍ୟ. କିଶୋରୀଚମ୍ପୁ. ଦ. ଗୀତ।
- ଦେ. କ୍ରି. (ସଂ. ତିଜ୍ ଧାତୁ) — ମାୟା ନ ରଖିବା; ମମତା ନ ରଖିବା — To have no concern or interest
- ଦେ. କ୍ରି. (ସଂ. ତିଜ୍ ଧାତୁ) — ତୁମ୍ଭପାଇଁ କି ମୁହିଁ ତେଜି ପରାଣକୁ, ଶକ୍ତି ଅନୁରୂପେ ବିନ୍ଧୁଛି ସାୟକକୁ। କୃଷ୍ଣସିଂବା ମହାଭରତ ଭୀଷ୍ମ।