ତେଜାଇବା Tejāibā

  • ଦେ. କ୍ରି. — ତେଜିବା କ୍ରିୟାର ଣିଜନ୍ତରୂପ — The causative form of 'Tejibā
  • ଦେ. କ୍ରି. — ତ୍ୟାଗ କରାଇବା — To cause to quit
  • ଦେ. କ୍ରି. — ବିଳସାଇ ଯଥା ଅଳକା ତେଜାଇ ଈଶ୍ୱରଙ୍କୁ ଶମଶାନେ। ଭଞ୍ଜ; ବୈଦେହୀଶ ବିଳାସ।