ତେଜସ୍ୱିନୀ Tejaswinī
- ସଂ. ବି. ସ୍ତ୍ରୀ—(ତେଜସ୍ୱୀନ୍+ସ୍ତ୍ରୀ. ଈ) — ମହାଜ୍ୟୋତି— ସ୍ମତୀ ଲତା — A kind of phosphores cent herb
- ସଂ. ବି. ସ୍ତ୍ରୀ—(ତେଜସ୍ୱୀନ୍+ସ୍ତ୍ରୀ. ଈ) — ତେଜୋବିଶିଷ୍ଟା ସ୍ତ୍ରୀ — A vigorous woman
- ସଂ. ବି. ସ୍ତ୍ରୀ—(ତେଜସ୍ୱୀନ୍+ସ୍ତ୍ରୀ. ଈ) — ତେଜୋବତୀ (ଦେଖ) — Tejobatī (See)
- ସଂ. ବିଣ ସ୍ତ୍ରୀ — ତେଜସ୍ୱୀର ସ୍ତ୍ରୀଲିଙ୍ଗ — Feminine of Tejaswī (See)