ତେଜସ୍ୱତୀ Tejaswatī

  • ସଂ. ବି. ସ୍ତ୍ରୀ (ତେଜସ୍ୱାନ୍+ସ୍ତ୍ରୀ. ଈ) — ତଇ; ବଣ ପିପଳା; ଗଜପିପ୍ପଳୀ — A medicinal creeper
  • ସଂ. ବିଣ. ସ୍ତ୍ରୀ — ତେଜସ୍ୱାନ୍ର ସ୍ତ୍ରୀଲିଙ୍ଗ — Feminine of Tejasbān (See)