ତେଜଳ Tejaḻa

  • ସଂ. ବି. (ତିଜ୍ ଧାତୁ+ସଂଜ୍ଞାର୍ଥେ. ଅଳ) — କପିଞ୍ଜଳ ପକ୍ଷୀ; ଗୌରତିତ୍ତିର — Brown swallow
  • ସଂ. ବି. (ତିଜ୍ ଧାତୁ+ସଂଜ୍ଞାର୍ଥେ. ଅଳ) — ଚାତକ ପକ୍ଷୀ — Coccyster bird