ତୃଷ୍ଣା ନିବୃତ୍ତି Tṛushṇā nibṛutti
- ସଂ. ବି. ( 6 ଷ୍ଠୀ ତତ୍; ତୃଷ୍ଣା+ନିବୃତ୍ତି) — ପିପାସାର ଉପଶମ ବା ତୃପ୍ତି — Satiety of thirst; quenching of thirst
- ସଂ. ବି. ( 6 ଷ୍ଠୀ ତତ୍; ତୃଷ୍ଣା+ନିବୃତ୍ତି) — ବାସନା କ୍ଷୟ; ବୈରାଗ୍ୟ; ସାଂସାରିକ ବିଷୟ ପ୍ରତି ଆସକ୍ତିର ଅଭାବ — Renunciation of wordly desires
- ସଂ. ବି. ( 6 ଷ୍ଠୀ ତତ୍; ତୃଷ୍ଣା+ନିବୃତ୍ତି) — ତୃପ୍ତି — Contentment
- ସଂ. ବି. ( 6 ଷ୍ଠୀ ତତ୍; ତୃଷ୍ଣା+ନିବୃତ୍ତି) — ମନର ଶାନ୍ତି — Tranquility of mind