ତୃଷାର୍ତ୍ତ Tṛushārtta

  • ସଂ. ବିଣ. ପୁଂ ( 3 ୟା ତତ୍; ତୃଷା+ଆର୍ତ୍ତ) — ଶୋଷ ଦ୍ୱାରା ଜର୍ଜରିତ; ପିପାସା ଦ୍ୱାରା କାତର — Very thirsty; pained with thirst