ତୃଷାଭୂ Tṛushābhū

  • ସଂ. ବି — ପେଟ ମଧ୍ୟରେ ଯେଉଁ ସ୍ଥାନରେ ଜୀବ ପିଇଥିବା ପାଣି ମୂତ୍ରାଶୟକୁ ଯିବା ପୂର୍ବରୁ ଜମା ରହେ — The bladder; that part of the belly where the water which an animals drinks, accumulates before passing into the kidney