ତୃଷାନ୍ୱିତ Tṛushānwita
- ସଂ. ବିଣ. ପୁଂ (ତୃତୀୟା ତତ୍; ତୃଷା ଦ୍ୱାରା ଅନ୍ୱିତ) — ତୃଷାର୍ତ୍ତ — Thirsty
- ସଂ. ବିଣ. ପୁଂ (ତୃତୀୟା ତତ୍; ତୃଷା ଦ୍ୱାରା ଅନ୍ୱିତ) — ଲୁବ୍ଧ — Covetous; greedy of gain
- ସଂ. ବିଣ. ପୁଂ (ତୃତୀୟା ତତ୍; ତୃଷା ଦ୍ୱାରା ଅନ୍ୱିତ) — ଇଚ୍ଛୁକ; ଲାଳାୟିତ — Desirous; hankering