ତୃତୀୟୀ Tṛutīyī

  • ସଂ. ବିଣ. ପୁଂ (ତୃତୀୟ+ଈନ୍; 1 ମା. 1 ବ) — ଏକ ତୃତୀୟାଂଶ ଧନ ପାଇବାର ଅଧିକାରୀ — Entitled to a third portion of a property
  • ସଂ. ବିଣ. ପୁଂ (ତୃତୀୟ+ଈନ୍; 1 ମା. 1 ବ) — ତୃତୀୟ ସ୍ଥାନର ଅଧିକାରୀ — Occupying the third rank (Apte)