ତୃତୀୟାଂଶ Tṛutīyāṁṡa

  • ସଂ. ବି. (କର୍ମଧା; ତୃତୀୟ+ଅଂଶ) — ଏକ ତୃତୀୟାଂଶ; କୌଣସି ପଦାର୍ଥର ତିନି ଭାଗରୁ ଏକ ଭାଗ — One third of anything