ତୃତୀୟା ବିଭକ୍ତି Tṛutīyā bibhakti
- ସଂ. (ବ୍ୟାକରଣ) — ଦ୍ୱାରା, କର୍ତ୍ତୃକ, ରେ ପ୍ରଭୃତି ଚିହ୍ନ ଯୁକ୍ତ କରଣକାରକର ବିଭକ୍ତି — The third case of nouns; the instrumental case in grammar
- ସଂ. (ବ୍ୟାକରଣ) — [ଦ୍ର—ସାଧାରଣତଃ କରଣ କାରକରେ ତୃତୀୟା ବିଭକ୍ତି ହୁଏ; ତା ଛଡ଼ା ସଂସ୍କୃତର ଅନ୍ଯ ସ୍ଥାନରେ ବିଭିନ୍ନ ଅର୍ଥରେ ମଧ୍ୟ ତୃତୀୟା ବିଭକ୍ତି ଯୁକ୍ତ ହୁଏ।]