ତୃତୀୟା ତତ୍ପୁରୁଷ Ṭṛutīyā tat-purusha

  • ସଂ. (ବ୍ୟାକରଣ) — ଯେଉଁ ତତ୍ପୁରୁଷ ସମାସରେ 1 ମ ଶବ୍ଦର ତୃତୀୟା ବିଭକ୍ତିର ଚିହ୍ନ ଲୋପ ହୋଇଥାଏ — ଯେଉଁ ତତ୍ପୁରୁଷ ସମାସରେ1ମ ଶବ୍ଦର ତୃତୀୟା ବିଭକ୍ତିର ଚିହ୍ନ ଲୋପ ହୋଇଥାଏ—(grammar) The instrumental compound; a compound composed of words, the first component having the 3rd case termination which vanishes from the compound word