ତୃଣାଙ୍କୁର Tṛuṇāṅkura

  • ଦେ. ବି. ( 6 ଷ୍ଠୀ ତତ୍; ତୃଣ+ଅଙ୍କୁର) — ବାଳୁଙ୍ଗା ଧାନର ଶୃଙ୍ଗ — The beard of wild paddy
  • ଦେ. ବି. ( 6 ଷ୍ଠୀ ତତ୍; ତୃଣ+ଅଙ୍କୁର) — ବଞ୍ଚକ ଅଛି ଲୁଚାଇ, ତୃଣାଙ୍କୁରେ ଭେଦ ହୋଇ ଗଣ୍ଡକର ଦେହ ତଥା ଏହି ଯେ। ଭଞ୍ଜ. ବୈଦେହୀଶବିଳାସ।