ତୃଣ ଶୂନ୍ୟ Tṛuṇa ṡūnya

  • ସଂ. ବିଣ — ଯେଉଁଠାରେ ଘାସ ନାହିଁ — Grassless
  • ସଂ. ବିଣ — ଟଙ୍କ; ଟାଙ୍ଗି (ସ୍ଥାନ) — Barren; hilly (ground)
  • ବି — ମଲ୍ଲୀଫୁଲ — The jasmine flower; Jasminum Zambac
  • ବି — କେତକୀ ଫୁଲ — The screwpine flower; Pandanus Odoratissimus