ତୃଣ ଧାନ୍ୟ Tṛuṇa dhānya
- ସଂ. ବି. ( 6 ଷ୍ଠୀ ତତ୍; ତୃଣ+ଧାନ୍ୟ) — ନିବାର; ବାଳୁଙ୍ଗାଧାନ — Paddy growing wild
- ସଂ. ବି. ( 6 ଷ୍ଠୀ ତତ୍; ତୃଣ+ଧାନ୍ୟ) — କୋଦୁଅ, ସୁଆଁ, ଚିନାଆଦି ଅଯତ୍ନ ବର୍ଦ୍ଧିତ ଶସ୍ୟ — Tares; grains growing wild
- ସଂ. ବି. ( 6 ଷ୍ଠୀ ତତ୍; ତୃଣ+ଧାନ୍ୟ) — କ୍ଷୁଦ୍ର ଧାନ୍ୟ; କୁଧାନ୍ୟ — Inferior kinds of grains
- ସଂ. ବି. ( 6 ଷ୍ଠୀ ତତ୍; ତୃଣ+ଧାନ୍ୟ) — [ଦ୍ର—ବୈଦ୍ଯକମତରେ ଏହା କଷାୟ ମଧୁର ରସ, କଟୁବିପାକ ଲଘୁ, ଲେଖନ ଗୁଣଯୁକ୍ତ, ରୁକ୍ଷ, କ୍ଳେଦନାଶକ, ବାୟୁବର୍ଦ୍ଧକ, ମଳରୋଧକ ଏବଂ ପିତ୍ତ, ରକ୍ତ ଓ କଫନାଶକ।]