ତୃଣ ଦ୍ରୁମ Tṛuṇa druma

  • ସଂ. ବି. (ମ. ପ. ଲୋ) — ତୃଣପରି ଶାଖାହୀନ ଦ୍ରୁମ (ବାଉଁଶ, ନଡ଼ିଆ, ତାଳ, ଖଜୁରୀ, କେତକୀ, ଗୁଆଗଛ ଆଦି) — The trees resembling the grass (e. g bamboo, palm, cocoanut, screw pine etc)