ତୃଣ ଜ୍ୟୋତିଷ୍ମତୀ Tṛuṇa jyotishmatī

  • ଦେ. ବି. (ବୈଦ୍ଯକ) — ଔଷଧ ଗୁଳ୍ମ ବିଶେଷ — A kind of medicinal plant
  • ଦେ. ବି. (ବୈଦ୍ଯକ) — [ଦ୍ର—ଏହାର ମୂଳ ଦୁଗ୍ଧ ସହିତ ବାଟି ପାନ କଲେ ଏହା ତତ୍କ୍ଷଣାତ ରକ୍ତରୂପେ ପରିଣତ ହୁଏ।]