ତୃଣ ଜୀବୀ Tṛuṇa-jībī

  • ସଂ. ବିଣ. (ତୃଣ+ଜୀବ୍. ଧାତୁ+ଇନ୍; 1 ମା. 1 ବ.) — ଯେ ଘାସ ଖାଇ ବଞ୍ଚେ; ତୃଣାଦ — Herbivorous; graminivorous; living on grass
  • ସଂ. ବିଣ. (ତୃଣ+ଜୀବ୍. ଧାତୁ+ଇନ୍; 1 ମା. 1 ବ.) — [ଦ୍ର—ଗୋରୁ, ମେଣ୍ଢା, ଘୋଡ଼ା, ଛେଳିଆଦି ତୃଣଖାଇ ବଞ୍ଚନ୍ତି ବୋଲି ଏମାନଙ୍କୁ ତୃଣଜୀବୀ ବୋଲାଯାଏ।]