ତୁହିନ କର Tuhina kara

  • ସଂ. ବି. (ବହୁବ୍ରୀହି; ତୁହିନ+କର) — ଚନ୍ଦ୍ର — The moon
  • ସଂ. ବି. (ବହୁବ୍ରୀହି; ତୁହିନ+କର) — କର୍ପୂର — Camphor