ତୁଷାର ଧବଳ Tushāra dhabaḻa

  • ସଂ. ବିଣ — (ତୁଷାରବତ୍ ଧବଳ; ରୂପକ କର୍ମଧା)— ବରଫ ପରି ଧଳା — White as snow; snow-white
  • ସଂ. ବିଣ — ( 5 ମୀ ତତ୍)—ଉପରେ ବରଫ ପଡ଼ିଥିବାରୁ ଧଳା — (5ମୀ ତତ୍)—ଉପରେ ବରଫ ପଡ଼ିଥିବାରୁ ଧଳା— . Snow-covered and looking white