ତୁଷାମ୍ବୁ Tushāmbu
- ସଂ. ବି (ମ. ପ. ଲୋ. ତୂଷ ମିଶ୍ରିତ ଅମ୍ବୁ) — ଚଷୁ ସହିତ ଯବଧାନକୁ କୁଟି ତାହାକୁ ସଢ଼ାଇ ତିଆରି କରିବା ଏକପ୍ରକାର କାଞ୍ଜି — A kind of fermented gruel made with barley grains pounded with chaff and put in water
- ସଂ. ବି (ମ. ପ. ଲୋ. ତୂଷ ମିଶ୍ରିତ ଅମ୍ବୁ) — [ଦ୍ର—ବୈଦ୍ୟଶାସ୍ତ୍ର ଅନୁସାରେ ଏହା ଅଗ୍ନିଦୀପକ, ପାଚକ, ହୃଦୟଗ୍ରାହୀ ଓ ତୀକ୍ଷ୍ଣ—ହି. ଶବ୍ଦସାଗର।]