ତୁଷାନଳ Tushānaḻa

  • ସଂ. ବି (ମ. ପ. ଲୋ. ତୁଷ ଦ୍ୱାରା ଦୀପ୍ତ ଅନଳ) — ତଷୁ ନିଆଁ — a fire made of chaff
  • ସଂ. ବି (ମ. ପ. ଲୋ. ତୁଷ ଦ୍ୱାରା ଦୀପ୍ତ ଅନଳ) — [ଦ୍ର—ଶୁଖିଲା ଘାସ କୁଟା ଓ ଘଷିର ନିଆଁକୁ ମଧ୍ୟ ତୁଷାନଳ ବୋଲାଯାଏ—ହି. ଶବ୍ଦସାଗର।]
  • ସଂ. ବି (ମ. ପ. ଲୋ. ତୁଷ ଦ୍ୱାରା ଦୀପ୍ତ ଅନଳ) — ଚଷୁନିଆଁ ଦ୍ୱାରା ଶରୀରଦାହରୂପ ପ୍ରାୟଶ୍ଚିତବିଶେଷ — A kind of expiation for sin by being burnt to death
  • ସଂ. ବି (ମ. ପ. ଲୋ. ତୁଷ ଦ୍ୱାରା ଦୀପ୍ତ ଅନଳ) — [ଦ୍ର—କୁମାରିଲ ଭଟ୍ଟ ତୁଷାନଳ ଦ୍ୱାରା ଦଗ୍ଧ ହୋଇ ମରି ଥିଲେ—ହି. ଶବ୍ଦସାଗର।]