ତୁଳିଆ ଶେଣୀ Tuḻiā ṡeṇī

  • ଦେ. ବି — ନାହାଚାଳିଆ ଘରର ଚାଳର ମଥାନ ବା ସର୍ବୋଚ୍ଚ ଅଂଶ ତଳେ ଯେଉଁ ଶେଣୀ ଦିଆଯାଇ ଥାଏ; ତ୍ରିଭୁଜକାର ଚାଳର ଶୀର୍ଷ ଶେଣୀ — The central or ridge-plate running under the highest points of a gabled roof; ridge-piece