ତୁଳା ହେବା Tuḻā hebā

  • ଦେ. କ୍ରି. (ତୁଳିବାର କର୍ମବାଚ୍ୟ ରୂପ) — ତୌଲହେବା; ଓଜନ କରାଯିବା — To be weighed
  • ଦେ. କ୍ରି. (ତୁଳିବାର କର୍ମବାଚ୍ୟ ରୂପ) — କୌଣସି ବସ୍ତୁ ସଙ୍ଗେ ତୁଳନା କରାଯିବା — To be compared with another thing