ତୁଳା ଭିଣିବା Tuḻābhiṇibā

  • ଦେ. କ୍ରି. (ତୁଳା+ସଂ. ଧୃ, ଧୂ. ଧାତୁ=କମ୍ପନର ଧୂନୋତିର ଅପଭ୍ରଂଶ ଭିଣିବା) — ତୁଳାକୁ ଧନୁକାକାର ଯନ୍ତ୍ରର ଗୁଣର ଆଘାତରେ ନରମ କରିବା — To card cotton; to pick crude cotton into soft cotton wool