ତୁଳା ବୀଜ Tuḻā bīja

  • ସଂ. ବି. (ମ. ପ. ଲୋ; ତୁଳା=ଓଜନ+ବୀଜ; ଯେଉଁ ବୀଜ ସାହାଯ୍ଯରେ ସୁନା ରୂପା ଆଦି ଓଜନ କରାଯାଏ) — କାଇଞ୍ଚ — A seed used by goldsmiths for weighing gold or other metals; the seed of Abrus Precatorius