ତୁଳା ପୁରୁଷ Tuḻā purusha

  • ସଂ. ବି. ପୁଂ — ଆପଣା ଦେହର ସମାନ ଓଜନର ସୁନା ବା ରୂପା ବ୍ରାହ୍ମଣକୁ ଦାନ କରିବା ବିଧି — A gift of gold or silver weighing as much as one's weight (prescribed in the ṡāstras)