ତୁଳା କୋଟି Tuḻā koṭi
- ସଂ. ବି. ସ୍ତ୍ରୀ (ତୁଳା=ନିକ୍ତି+କୁଟ ଧାତୁ=ପରିମାଣ କରିବା+ଇ;+ଈ) — ନୂପୁର — A twinkling anklet
- ସଂ. ବି. ସ୍ତ୍ରୀ (ତୁଳା=ନିକ୍ତି+କୁଟ ଧାତୁ=ପରିମାଣ କରିବା+ଇ;+ଈ) — ବଳା ତୁଳାକୋଟୀ ଖଞ୍ଜିଲେ ପାଦେ। ଭଞ୍ଜ. ବୈଦେହୀଶବିଳାସ।
- ସଂ. ବି. ସ୍ତ୍ରୀ (ତୁଳା=ନିକ୍ତି+କୁଟ ଧାତୁ=ପରିମାଣ କରିବା+ଇ;+ଈ) — ତୁଳାଦଣ୍ଡର ଅଗ୍ରଭାଗ ବା ମୁଣ୍ଡ — The end of the scale-yard or beam of a balance
- ସଂ. ବି. ସ୍ତ୍ରୀ (ତୁଳା=ନିକ୍ତି+କୁଟ ଧାତୁ=ପରିମାଣ କରିବା+ଇ;+ଈ) — ପରିମାଣବିଶେଷ — A standard weight
- ସଂ. ବି. ସ୍ତ୍ରୀ (ତୁଳା=ନିକ୍ତି+କୁଟ ଧାତୁ=ପରିମାଣ କରିବା+ଇ;+ଈ) — ଅର୍ବୁଦ ସଂଖ୍ୟା — One hundred millions
- ଦେ. ବି. — ଉପମା ସମୂହ — A number of comparisons