ତୁଳସୀ ଚଢ଼େଇବା Tuḻasī chaṟḍ̠ẖeibā

  • ଦେ. କ୍ରି — ମନୋରଥ ସିଦ୍ଧି ନିମିତ୍ତ ବିଷ୍ଣୁ ପ୍ରତିମା ବା ଶାଳଗ୍ରାମଙ୍କଠାରେ ତୁଳସୀ ଅର୍ପଣ କରିବା — To put Tuḻasī leaves on a Deity