ତୁଳସା ରାଣୀ Tuḻasā rāṇī

  • ଗ୍ରା. ବି. (ସଂ. ତୁଳସୀ ଓ ରାଜ୍ଞୀ) — ତୁଳସୀ ଚଉରାରେ ପ୍ରତିଷ୍ଠିତ ତୁଳସୀ ଗଛ ରୂପ ଦେବୀ ବା ଠାକୁରାଣୀ — The holy Basil plant regarded as a Goddess
  • ଗ୍ରା. ବି. (ସଂ. ତୁଳସୀ ଓ ରାଜ୍ଞୀ) — ତୁଳୁସା ରାଣୀ! ଜାଣି ନ ଜାଣି (ମୁଁ) ଦେଉଛି ପାଣି, (ତୁ) ନଉଥା...... ଢଗ ।