ତୁଳ କସଟ Tuḻa kasaṭa

  • ଦେ. ବି — ନିକିତି ଦ୍ୱାରା ତଉଲ — Weighment by a balance
  • ଦେ. ବି — ରାଜା ମହୀନ୍ଦ୍ର ବାହାଦୂରଙ୍କ ସଭା ତୁଳ କସଟ ପ୍ରାୟେ ଅଟଇ ଶୋଭା—ବ୍ରଜନାଥ ସମରତରଙ୍ଗ ।