ତୁଲ୍ୟେ Tulye

  • ଗ୍ରା. କ୍ରି. ବିଣ — (ଅନ୍ଯ ବ୍ଯକ୍ତି) ସହିତରେ; ସଙ୍ଗେ — With
  • ଗ୍ରା. କ୍ରି. ବିଣ — ନିଜ ଭାରିଜା ସମ ସରି, ତାହାଙ୍କ ତୁଲ୍ୟେ ପ୍ରୀତି କରି। ଭୂପତି. ପ୍ରେମପଞ୍ଚାମୃତ।