ତୁଲ୍ୟ ଯୋଗିତା Tulya j̄ogitā
- ସଂ. ବି (ତୁଲ୍ୟଯୋଗିନ+ତା) — କାବ୍ୟାଳଙ୍କାର— ବିଶେଷ (ଯେଉଁ ଅଳଙ୍କାରରେ ପ୍ରସ୍ତାବିତ ବା ଅପ୍ରସ୍ତାବିତ ବସ୍ତୁର କୌଣସି ଗୁଣ ବା ଧର୍ମ ସଙ୍ଗେ ଅନ୍ଯ ବସ୍ତୁର ଧର୍ମ ବା ଗୁଣ ତୁଳନା ଦ୍ୱାରା ସମ୍ବନ୍ଧ ହୁଏ।) — A figure of rhetoric having reference to similitude of two things; simile
- ସଂ. ବି (ତୁଲ୍ୟଯୋଗିନ+ତା) — ସାମ୍ୟ; ସମଗୁଣବିଶିଷ୍ଟତା — Similitude; similarity