ତୁଲ୍ୟ ମୂଲ୍ୟ Tulya mūlya

  • ସଂ. ବିଣ (ବହୁବ୍ରୀହି; ତୁଲ୍ୟ+ମୂଲ୍ୟ) — ଏକମୂଲ୍ୟ— ବିଶିଷ୍ଟ; ସମାନ ଦରର — Of equal value; of the same price
  • ସଂ. ବିଣ (ବହୁବ୍ରୀହି; ତୁଲ୍ୟ+ମୂଲ୍ୟ) — ସଦୃଶ — Similar
  • ସଂ. ବିଣ (ବହୁବ୍ରୀହି; ତୁଲ୍ୟ+ମୂଲ୍ୟ) — ପ୍ରାୟ ସମାନ; ସମକକ୍ଷ — Almost equal; nearly same
  • ସଂ. ବିଣ (ବହୁବ୍ରୀହି; ତୁଲ୍ୟ+ମୂଲ୍ୟ) — ଯୋଗ୍ୟ; ଉପଯୁକ୍ତ — Fit