ତୁରୁତୁରୁ Turuturu

  • ଦେ. ବିଣ (ସଂ. ତ୍ୱରା) — ତରତରିଆ; ଚପଳ; ଅସ୍ଥିର — Restless; hasty
  • କ୍ରି. ବିଣ — ତରତର ହୋଇ — Hastily
  • କ୍ରି. ବିଣ — ଅତି ଶୀଘ୍ର — Very quickly
  • କ୍ରି. ବିଣ — ଅଧୀର ଭାବରେ — Impatiently